ଆଶୁ ପ୍ଲାନ କରି ଶିଭ୍ ର ନିକଟତର ହେଉଥିବା ବେଳେ ରାଜ ରାଜେନ୍ଦ୍ର ଦେଖିନିଏ ଓ ନିଜ ଝିଅକୁ ସମ୍ଭାଳି ରଖିବାକୁ ଜୋତିକା କୁ ତାଗିତ୍ କରେ। ସୁବର୍ଣ୍ଣା ଓ ତାର ପରିବାର କୁ ସୁରକ୍ଷା ଦେବା କଥା ପୂଜା, ରାଜ ରାଜେନ୍ଦ୍ର କୁ କହେ।ଶୁଣି ଜୋତିକା ରାଗିଯାଏ ଓ ହଭେଲୀ ରେ ସୁବର୍ଣ୍ଣା ବିଜୟ କୁ ଅପମାନ କରି ଚାପୁଡା ମାରିଥିବା କଥା ରାଜ ରାଜେନ୍ଦ୍ର କୁ ମନେପକାଇ ଦିଏ।