Jhia Amara Nua Bohu
40 Views
Dec 31 1969
00:22:17
5

ପୂଜା, ଅର୍ଚ୍ଚନା ଓ ଅନ୍ୟ ମାନଙ୍କ ସାମ୍ନାରେ, ପୂର୍ବରୁ ରୁ ଭିକି ସହ ପ୍ରଥମ ଦେଖା ରେ ହେଇଥିବା ଘଟଣା କୁ କହେ। ଆଶୁ, ପୂଜା କୁ ଅକ୍ଷୟ ଓ ଅର୍ଚ୍ଚନା ର ବିବାହ କାର୍ଯ୍ୟ ରୁ ନିବୃତ ରଖିବା ପାଇଁ ରଚିଥିବା ଷଡଯନ୍ତ୍ର ବିଫଳ ହୁଏ ଓ ସେଥିରେ ପୂଜା ପରିବର୍ତ୍ତେ ମେନକା ର ଗୋଡ ଫାକ୍ଚର ହୁଏ।
Share