ରାଜ୍ ରାଜେନ୍ଦ୍ର ଅର୍ଚ୍ଚନା ଓ ତା ପରିବାର ସହିତ ସବୁ ସମ୍ପର୍କ କାଟିବାକୁ ସମସ୍ତଙ୍କୁ କହେ.. ଅର୍ଚ୍ଚନା ରାଜି ନଥିଲେ ବି ପୂଜା ଗୋଟେ ନାରୀର ସ୍ୱାଭିମାନ ପାଇଁ ଅର୍ଚ୍ଚନାକୁ ଏ ନିଷ୍ପତ୍ତି ମାନିବାକୁ କହେ.. କ’ଣ ପୂଜା ଓ ଅର୍ଚ୍ଚନା ପରସ୍ପର ଠାରୁ ଦୂରେଇ ରହିପାରିବେ.. ?