ଜ୍ୟୋତିକା ପୂଜାକୁ ଯଜ୍ଞରେ ବସେଇବାକୁ ଯୋଜନା କରିଥାଏ କିନ୍ତୁ ପୂଜା ଚାଲାକି କରି ରାଜ୍ ରାଜେନ୍ଦ୍ର ଓ ଜ୍ୟୋତିକାକୁ ଯଜ୍ଞରେ ବସିବାକୁ ବାଧ୍ୟ କରେ.. ପରେ ପୂଜା ଜାଣିପାରେ ମହାଗୁରୁ ସମସ୍ତଙ୍କୁ ମିଛ କହିବା ପଛରେ ଶିବ୍ ଓ ଅର୍ଚ୍ଚନାର ହାତ ଅଛି.. ଶିବ୍ ଜାଣିବାକୁ ପାଏ ଭିକି ତା କବଳରୁ ଖସିଯାଇଛି.. ଭିକିକୁ ଖୋଜିବାକୁ ଶିବ୍ ବାହାରିଯାଏ.. କ’ଣ ଭିକିକୁ ଧରିବାରେ ସଫଳ ହେବ ଶିବ୍.. ?