Jhia Amara Nua Bohu
200 Views
Dec 31 1969
00:22:25
5
5
ପୂଜା, ଅର୍ଚ୍ଚନା ଓ ଉମାଙ୍କ କଥାବାର୍ତ୍ତାକୁ ଆଶୁ ଲୋପା ପାଖରେ ଭୁଲରେ ଦେଖାଏ ଏବଂ ଅର୍ଚ୍ଚନାକୁ କେମିତି ଉମା ଠାରୁ ଅଲଗା କରିବ ସେଥିପାଇଁ ସେ ଲୋପାକୁ ବୁଝାଏ.. ଆଶୁ କଥାକୁ ଲୋପା ବିଶ୍ୱାସ କରିନିଏ.. ସେପଟେ ପୂଜା pregnant ନଥିବା କଥା ଜାଣିବା ପରେ ଅର୍ଚ୍ଚନା ଡରିଯାଏ ଏବଂ ଏ କଥା ଘର ଲୋକଙ୍କ ଆଗରେ ନ କହିବା ପାଇଁ ଅର୍ଚ୍ଚନା ପୂଜାକୁ କହେ.. କ’ଣ ପୂଜା ଅର୍ଚ୍ଚନା କଥାକୁ ମାନିନେବ.. ?
Share