ପୂଜା, ବହୁ ସଘଂର୍ଷ କରି, ଅସହାୟ ଝିଅଟିକୁ ଗୁଣ୍ଡା ମାନଙ୍କ କବଳରୁ ସୁରକ୍ଷା ଦିଏ ଓ ମୁକୁଳି ଯିବା ର ବାଟ କରେ। ପଟ୍ଟନାୟକ ଓ ଭିକି ମିଶି ରାଜ ରାଜେନ୍ଦ୍ର ଆତିଥ୍ୟ ଅନୁସାରେ, ଅର୍ଚ୍ଚନା କୁ ଦେଖିବାକୁ ଯାଆନ୍ତି। ଭିକି ର ଅର୍ଚ୍ଚନା ପସନ୍ଦ ହୋଇଥିବା କଥା, ସେ ରାଜ ରାଜେନ୍ଦ୍ର କୁ ଜଣାଏ ଓ ଏହି ବିବାହ କୁ ରାଜ ରାଜେନ୍ଦ୍ର ନିଜ ର ସମର୍ଥନ ଦିଏ।