ଲୋପା ର ସ୍ବାସ୍ଥ୍ୟ ଅବସ୍ଥା କୁ ନେଇ ଜୋତିକା କହିବା ସମୟରେ ପୂଜା ସହିନପାରି ଜୋତିକା ଉପରେ ରାଗିଯାଏ। ବିରାଜ ଓ ଅର୍ଚ୍ଚନା ଘର କୁ ଫେରିବା ରେ ବିଳମ୍ବ ହେଇଥିବା ରୁ ବିରାଜ କୁ ଜୋତିକା ଦାୟୀତ୍ବହୀନ କହିବା ସହ ଝିଅ ମାନଙ୍କ ଚଳଣି କୁ ନେଇ ତାଗିତ୍ କରେ।