ଲୋପା ଘରେ ଅର୍ଚ୍ଚନା ର ହଳଦୀ ବିଧି ଚାଲିଥିବା ବେଳେ ହଠାତ୍ ଶିଭ୍ ଆସି ସବୁ ନଷ୍ଟ କରିଦିଏ। ପୂର୍ବରୁ ଆଶୁ ସେଠାରେ ଛଦ୍ମବେଶ ରେ ଥାଏ ଓ ସବୁ ଛିନ୍ନଭିନ୍ନ ହେବା ପରେ ତାଛଲ୍ୟ କରି ଆଗକୁ ଆସେ। ଏ ସବୁ ଘଟଣା ପଛରେ ଆଶୁ ର ହାତ ଅଛି ବୋଲି ଅକ୍ଷୟ ତାକୁ ପଚାରେ।