Jhia Amara Nua Bohu
279 Views
Dec 31 1969
00:21:17
5
5
ଗୋଟେପଟେ ବୈଶାଳି ଓ ରାଜ୍ ରାଜେନ୍ଦ୍ରର ବାହାଘରକୁ ନେଇ ସମସ୍ତେ ବ୍ୟସ୍ତ ଥିବା ବେଳେ.. ଶିବ୍ ନିଜ ମନ କଥାକୁ ପୂଜା ସାମ୍ନାରେ ଲୁଚେଇବାକୁ ଚେଷ୍ଟା କରେ.. ହେଲେ ବାରମ୍ବାର ସେ ପୂଜା ପାଖକୁ ଟାଣି ହେଇ ଆସେ.. ପୂଜା ପାଇଁ ଶିବ୍ ଚୁଡି ଆଣିଥାଏ ଯାହାକୁ ଦେଖି ପୂଜା ଖୁସି ହେଇଯାଏ.. କ’ଣ ଶିବ୍ ପୂଜାକୁ କହିପାରିବ ତା ମନ କଥା.. ?
Share