ପରସ୍ପର ପ୍ରତି ଶତ୍ରୁତା ଭୁଲି ଯାଆନ୍ତି। ଅର୍ଚ୍ଚନା ହଭେଲୀ ଭିତର କୁ ପ୍ରବେଶ କରୁଥିବା ଦେଖି ଆଶୁ ଆସେ ଓ ଅର୍ଚ୍ଚନା ଆଗରେ ନିଜ ସହ ଅକ୍ଷୟ ର ପ୍ରେମ ସମ୍ପର୍କ କଥା ଉନ୍ମୋଚନ କରେ ଓ ଅକ୍ଷୟ କୁ ପଚାରିବା ପାଇଁ କୁହେ।