Jhia Amara Nua Bohu
36 Views
Dec 31 1969
00:22:30
5

ପୂଜା, ଉମା ଓ ବିରାଜ ସହ ଅକ୍ଷୟ ଘରକୁ ବାହାଘର ଅନୁକୂଳ ଭାର ନେଇ ଯିବା ପାଇଁ ପ୍ରସ୍ତୁତ ହୁଏ। ଶିଭ୍ ପୂଜା କୁ ଅସଫଳ କରିବା ପାଇଁ ଯୋଜନା କରେ। ଅର୍ଚ୍ଚନା କାଦୁଅ ରେ ପଡିଯିବା ଘଟଣା କୁ ନେଇ ଆଶୁ ଓ ପୂଜା ମଧ୍ୟ ରେ କଥା କଟାକଟି ହୁଏ।
Share