ଆଶୁ କେମିତି ଅର୍ଚ୍ଚନାକୁ ଏ ଘରୁ ବାହାର କରିଛି ଏବଂ ଲୋପା ମନରେ ଘୃଣା ସୃଷ୍ଟି କରିଛି ସେ ବିଷୟରେ ମଲ୍ଲିକାକୁ କହିବା ସମୟରେ ପୂଜା ଶୁଣିନିଏ.. ପରେ ପୂଜା ବୈଶାଳୀ ଓ ଉମାକୁ ନେଇ ପ୍ଲାନ୍ କରେ.. ଶେଷରେ ଲୋପା ସାମ୍ନାରେ ଆଶୁର ସତ ଆସେ.. ଏବେ ନିଜକୁ କେମିତି ରକ୍ଷା କରିବ ଆଶୁ.. ?