ଅର୍ଚ୍ଚନା ଜାଣିପାରେ ଶିବ୍ ମନରେ ପୂଜା ପାଇଁ ଭଲପାଇବା ଅଛି.. ଅର୍ଚ୍ଚନା ଜାଣିବା ପରେ ଖୁସି ହୁଏ ହେଲେ ଶିବ୍ ତାକୁ ମନା କରେ ଏ କଥା ପୂଜାକୁ ଜଣେଇବାକୁ.. ପୁରା ବଳିଆର ସିଂ ପରିବାର ମିଶିକି ଦୁର୍ଗା ପୂଜା କରନ୍ତି.. ରାଜ୍ ରାଜେନ୍ଦ୍ର ପୂଜାର ସବୁ ଦାୟିତ୍ୱ ବୈଶାଳୀ ଓ ଜ୍ୟୋତିକାକୁ ଦିଅନ୍ତୁ..