Jhia Amara Nua Bohu
188 Views
Dec 31 1969
00:21:41
5
5
ବୈଶାଳୀ ଓ ରାଜ୍ ରାଜେନ୍ଦ୍ରର ପୁଣିଥରେ ବିବାହକୁ ନେଇ ଜ୍ୟୋତିକା ରାଗିଥାଏ.. ପୂଜା ରାଜ୍ ରାଜେନ୍ଦ୍ରକୁ ମନେଇବା ପାଇଁ ତା ବିରୁଦ୍ଧରେ ଯାଇ କଥା କହେ.. ହେଲେ ରାଜ୍ ରାଜେନ୍ଦ୍ର ପୂଜା ଉପରେ ରାଗିକି ଓଲଟା କାମ କରେ.. ଯାହା ଶୁଣି ବୈଶାଳୀ ଖୁସି ହେଇଯାଏ ..ସେପଟେ ଶିବ୍ ପୂଜା ପାଇଁ ଗୋଟେ ପାଉଁଜୀ କିଣିକି ଆଣେ ହେଲେ ତାକୁ କେମିତି ଦବ ସେଥିପାଇଁ ଚିନ୍ତାରେ ଥାଏ..
Share