Jhia Amara Nua Bohu
49 Views
Dec 31 1969
00:22:38
5

ପୂଜା ଓ ଶିବ୍ ରାଜ୍ ରାଜେନ୍ଦ୍ରକୁ ଉତ୍ତରାଧିକାରୀ ବିଷୟରେ ମିଛ କହିବାକୁ ସ୍ଥିର କରିଥିବା ବେଳେ ପୂଜାର ରିପୋର୍ଟ ଆସେ.. ଏବଂ ପୂଜା ଜାଣିବାକୁ ପାଏ ସେ pregnant ଅଛି.. ଏ ରିପୋର୍ଟ ଦେଖି ପୂଜା ଓ ଶିବ୍ ଭିତରେ ଝଗଡା ହୁଏ.. ସେପଟେ ଲୋପା ପୂଜାର pregnancy କଥା ଜାଣିବା ପରେ ପରିବାର ଲୋକଙ୍କୁ ଜଣେଇ ଦିଏ..ଏବେ ପୂଜା ଓ ଶିବ୍ ଙ୍କ ଜୀବନ ରେ କି ମୋଡ଼ ଆସିବ ?
Share