ଲୋପାର ବ୍ୟବହାର ପାଇଁ ଅର୍ଚ୍ଚନା ମନ ଖରାପ କରିଥିବା ବେଳେ ପୂଜା ତାକୁ ବୁଝାଏ.. ଅର୍ଚ୍ଚନା ମଧ୍ୟ ପୂଜାକୁ କହେ ସେ ଶିବ୍ କୁ ବୁଝେଇ ତା ରାଗ ଶାନ୍ତ କରିବ.. ପୂଜା ଓ ଶିବ୍ ଯୋଉ ପର୍ଯ୍ୟନ୍ତ କଥା ନ ହେଇଛନ୍ତି ସେ ଖାଇବା ପିଇବା ବନ୍ଦ କରିଦେବ ବୋଲି ପୂଜାକୁ ଧମକ ଦିଏ.. ସେପଟେ ରାଜ୍ ରାଜେନ୍ଦ୍ର ଲୋପାର ନିଷ୍ପତ୍ତିକୁ ନେଇ ରାଗିଯାଏ ଏବଂ ତାକୁ ଗାଳି କରେ.. କ'ଣ ରାଜ୍ ରାଜେନ୍ଦ୍ର ଲୋପାର ନିଷ୍ପତ୍ତିକୁ ବଦଳେଇ ପାରିବେ.. ?