ହଭେଲୀ ର ପରମ୍ପରା ଅନୁସାରେ ବିବାହ ପରେ କୁଳଦେବୀ ମନ୍ଦିର କୁ ଯାଇ ଶିଭ୍ ଓ ପୂଜା ଦର୍ଶନ କରିବା ଓ ଅନ୍ୟ ପରମ୍ପରା କଥା ରାଜ ରାଜେନ୍ଦ୍ର ଠାରୁ ଶୁଣି ପୂଜା କହେ" ସେ ଯେତେବେଳେ ଶିଭ୍ କୁ ପତି ଭାବେ ଗ୍ରହଣ କରିନି ତା ହେଲେ ଏ ପରମ୍ପରା କ'ଣ"।