Jhia Amara Nua Bohu
29 Views
Dec 31 1969
00:22:47
5

ନିଜ କୁ ନିର୍ଦ୍ଦୋଷ ପ୍ରମାଣ କରିବା ପାଇଁ ପୂଜା ଚିନ୍ତିତ ଥାଏ। ପୂଜା କୁ ଚୋରଣୀ ଓ ଉମା ପ୍ରତି ଖରାପ ବ୍ୟବହାର, ଲୋପା ଠାରୁ ଶୁଣି ପୂଜା ବ୍ୟଥିତ ହୁଏ। ପୂଜା କୁ ଚୋରଣୀ ସଜେଇ ବା ପାଇଁ ଆଶୁ ରଚିଥିବା ଷଡଯନ୍ତ୍ର ମଲ୍ଲିକା କୁ କହୁଥିବା ବେଳେ, ଶନି ସହାୟତା ରେ ପୂଜା ଲୁଚିରହି ସେ ସବୁ କୁ ରେକଡିଂ କରିନିଏ।
Share