ପୁରା ପରିବାର ଶାନ୍ତିର ଅବସ୍ଥା ଦେଖିକି ଡରିଯାଇଥିବା ବେଳେ ଅକ୍ଷୟକୁ ପୋଲିସ୍ ଆଣିକି ଆସନ୍ତି.. ଅକ୍ଷୟ ନିଜ ହାତ କାଟି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିବା ପୋଲିସ୍ କୁହନ୍ତି.. ହେଲେ ଅର୍ଚ୍ଚନାକୁ ନ ଦେଖି ପୂଜା ଚିନ୍ତାରେ ପଡିଯାଏ ସେପଟେ ଅର୍ଚ୍ଚନା ହୋସ୍ ରେ ଆସି ରୁଦ୍ର କାହିଁକି ଏମିତି କଲା ସେ ବିଷୟରେ ଭାବେ..