ପୂଜା ସମସ୍ତଙ୍କ ସାମ୍ନାରେ ରାଜ୍ ରାଜେନ୍ଦ୍ରର ସତ କହିବା ପରେ ସମସ୍ତେ ଚିନ୍ତାରେ ପଡିଯାନ୍ତି.. ପୂଜା ରାଜ୍ ରାଜେନ୍ଦ୍ରକୁ ରାଗିବାକୁ ବାଧ୍ୟ କରିଦିଏ.. ରାଜ୍ ରାଜେନ୍ଦ୍ର ସମସ୍ତଙ୍କ ସାମ୍ନାରେ ନିଜେ କରିଥିବା ସବୁ ପାପକୁ ମାନିନିଏ.. ହେଲେ ପୂଜାର ମିଛ pregnancy ର କଥା ପାଇଁ ସେ ପୂଜାକୁ ଘରୁ ବାହାରିଯିବାକୁ କହେ.. ହେଲେ ଶିବ୍ ପୂଜାକୁ ଅଟକେଇବା ସହ ସେ ସମସ୍ତଙ୍କୁ ଏ ମିଛ କହିଥିବା ମାନିନିଏ.. ଏବେ ଶିବ୍ ପାଇଁ ରାଜ୍ ରାଜେନ୍ଦ୍ରର କ’ଣ ରହିବ ନିଷ୍ପତ୍ତି.. ?