Jhia Amara Nua Bohu
25 Views
Dec 31 1969
00:21:59
5

ପୂଜା ର ସାବିତ୍ରୀ ବ୍ରତ ଅସଫଳ କରିବା ପାଇଁ ଜୋତିକା କରିଥିବା ପ୍ଲାନ୍ ରେ ପୂଜା ର ଗୋଡ଼ ରେ ସାମାନ୍ୟ ଆଘାତ ଲାଗେ। ଶିଭ, ପୂଜା କୁ ଡାକ୍ତର ଙ୍କ କହିବା ଅନୁସାରେ ଔଷଧ ଖାଇ ବିଶ୍ରାମ ନେବାକୁ କହିବାରୁ, ପୂଜା ବ୍ରତ ପୁରା କରିବା ଜିଦ୍ ଧରେ।
Share