ଶିଭ୍ କୁ ପଚିଶ ବର୍ଷ ବୟସ ରେ, ଶିଭ୍ ଓ ପୂଜା ଔରସରୁ ହଭେଲୀ କୁ ସନ୍ତାନ ପ୍ରାପ୍ତି ଯୋଗ ରହିବା କଥା ମହାଗୁରୁ କୁହନ୍ତି । ହଭେଲୀ ର ମାଲିକାନା ପାଇ ଲୋପା ସଦସ୍ୟ ମାନଙ୍କ ଭିତରେ ଘର ର କାମ ବାଣ୍ଟିବା ବେଳେ ରାଜ ରାଜେନ୍ଦ୍ର ଆସେ ଓ ସମସ୍ତ ଙ୍କୁ ଶିଭ୍ ଓ ପୂଜା ର ସନ୍ତାନ ଆସିବା କଥାକୁହେ।ପୂଜା ଏ ସବୁ ଶୁଣି ଆଶ୍ଚର୍ଯ୍ୟ ହୁଏ।