ପୂଜା ଓ ଶିଭ୍ ର ହନିମୁନ ବିଷୟ ନେଇ ଉମା ଓ ବୈଶାଳି ଚିନ୍ତିତ ଥିବାବେଳେ, ପୂଜା ସେମାନଙ୍କୁ ଧଯ୍ୟ ଦିଏ। ଆଶୁ ଆସେ, ପୂଜା କୁ ନିଜର ଗହଣା ଚୋରି ର ଆରୋପୀ ସଜେଇ ପୁଲିସ୍ କୁ ଫୋନ୍ କରେ।ପୋଲିସ ଆଗରେ ଆଶୁ, ଉମା ଓ ବୈଶାଳି ସହ ପୂଜା ଉପରେ, ତାର ସନ୍ଦେହ ଥିବା କଥା କୁହେ।