ଅର୍ଚ୍ଚନା ର ଅନିଚ୍ଛା ସତ୍ତ୍ବେ ରାଜ ରାଜେନ୍ଦ୍ର ପୂଜା ଅନୁପସ୍ଥିତି ରେ ଭିକି ସହ ଏନ୍ଗେଯମେନ୍ଟ କରିଦିଏ। ପରେ ପୂଜା ଆସି ଘରେ ପହଞ୍ଚେ । ରାଜ ରାଜେନ୍ଦ୍ର ପୂଜା କୁ ବିବାହ ବିଧି ଆରମ୍ଭ ହେବା କଥା କହିବାରୁ ,ଏ ବିଧି କେବେଠୁ ତା ବଡ ମା (ଲୋପା) ଆରମ୍ଭ କରିଦେଇଛନ୍ତି ସେ କୁହେ।