Jhia Amara Nua Bohu
28 Views
Dec 31 1969
00:21:13
5

ହନିମୁନ ଯିବା ବାଟରେ ଶିଭ୍ ଓ ପୂଜା ଅଜାଣତ ରେ କିଛି ନିଶାଦ୍ରବ୍ଯ ସେବନ କରିନିଅନ୍ତି। ହେଲେ ଦୁଇ ଜଣଙ୍କ ମନ୍ଧ୍ୟ ରେ ଥିବା ମତ ପାର୍ଥକ୍ୟ କୁ କିଛି ସମୟ ପାଇଁ ଭୂଲି ପରସ୍ପର ର ନିକଟତର ହୁଅନ୍ତି। ରାଜନୈତିକ ଫାଇଦା ବଦଳରେ ସୁବର୍ଣ୍ଣା ବୋଲି ବିଜୟ ,ରାଜ ରାଜେନ୍ଦ୍ର କୁ ଫୋନ୍ କରି ମନେପକାଇ ଦିଏ। ଶିଭ୍ ଓ ପୂଜା ଏକ ଆକ୍ସିଡେଣ୍ଟ ର ସମ୍ମୁଖୀନ ହୁଅନ୍ତି। ଜୋତିକା କୁ ଏ ସମ୍ବନ୍ଧରେ ଫୋନ୍ ଆସେ ଓ ସେ ଖୁସି ହୁଏ।
Share