Jhia Amara Nua Bohu
146 Views
Dec 31 1969
00:22:30
5
5
ପୂଜା ନିଜର ମିଛ Pregnancy କୁ ନେଇ ବହୁତ ବ୍ୟସ୍ତ ହଉଥିବା ବେଳେ ଆଶୁ କିନ୍ତୁ ରାଗରେ ଜଳୁଥାଏ ଏବଂ ସେ ଜ୍ୟୋତିକା ସାମ୍ନାରେ ଶିବ୍ କୁ ପାଇବାର ଜିଦ୍ ଧରିକି ବସିଥାଏ.. ଜ୍ୟୋତିକା ପୂଜାର ସତ ଆଶୁକୁ ଜଣାଏନି ହେଲେ ସେ ପୂଜାକୁ କେମିତି ହରେଇବ ସେଥିପାଇଁ ଯୋଜନା କରୁଥାଏ.. ସେପଟେ ପୂଜା ଅର୍ଚ୍ଚନା ସହିତ କଥା ହଉଥିବା ବେଳେ ଆଶୁ ଶୁଣିନିଏ.. ଏବେ ପୂଜା ଆଉ ଅର୍ଚ୍ଚନା ପାଇଁ କ’ଣ ରହିବ ଆଶୁର ପ୍ଲାନ୍.. ?
Share