Jhia Amara Nua Bohu
43 Views
Dec 31 1969
00:21:35
5

ଅର୍ଚ୍ଚନାର ଚାକିରୀ କରିବା ସତକୁ ରାଜ୍ ରାଜେନ୍ଦ୍ର ବରଦାସ୍ତ କରିପାରେ ନାହିଁ.. ସେ ଅର୍ଚ୍ଚନାକୁ ଘରୁ ବାହାରିଯିବାକୁ କହେ.. ପୂଜା କିନ୍ତୁ ରାଜ୍ ରାଜେନ୍ଦ୍ର ବିରୁଦ୍ଧରେ ଯାଇ ଅର୍ଚ୍ଚନାକୁ ସମର୍ଥନ କରେ.. କ’ଣ ପୂଜାର ଜିଦ୍ ଆଗରେ ହାରିଯିବ ରାଜ୍ ରାଜେନ୍ଦ୍ର.. ?
Share