Jhia Amara Nua Bohu
24 Views
Dec 31 1969
00:21:44
5

ପୂଜା ର କଥା ରଖି ରାଜ ରାଜେନ୍ଦ୍ର, ସୁବର୍ଣ୍ଣା ଓ ତା ବାପା କୁ ହଭେଲୀ ଆଉଟ୍ ହାଉସ୍ ରେ ରହିବାକୁ ସନ୍ମତି ଦିଏ। ଏଥିରେ ଶିଭ୍ ର ସହମତି ନଥିବାରୁ ପୂଜା ସହ ତାର ଝଗଡା ହୁଏ। ଶିଭ୍, ରାଜ ରାଜେନ୍ଦ୍ର କୁ ନେଇ ଭିକି କୁ ବାନ୍ଧି ରଖିଥିବା ସ୍ଥାନ ରେ ପହଞ୍ଚେ।
Share