ଦୀର୍ଘ ସମୟ ଧରି ପୂଜା ହଭେଲୀ ରେ ନଥିବାରୁ, ଶିଭ୍ ତାକୁ ଫୋନ୍ କରି ଆସିବା କୁ କହେ, ହେଲେ ପୂଜା, ଲୋପା କୁ ଏ ଅବସ୍ଥା ରେ ଛାଡ଼ି ଯିବା ପାଇଁ ମନାକରେ। ଆଶୁ ଠାରୁ ପୂଜା ଜିତିଯିବା ସହ ତା ବିରୁଦ୍ଧରେ କଥା ଶୁଣି ଶିଭ୍ ରାଗିଯାଏ।