ଆଶୁର ହଳଦୀ ବିଧି ହୁଏ.. ସମସ୍ତେ ଖୁସି ଥିବା ବେଳେ ଆଶୁ ଓ ଜ୍ୟୋତିକା ଖୁସି ନଥାନ୍ତି.. ସେପଟେ ଅର୍ଚ୍ଚନା ଆଶୁର ପ୍ରକୃତ ଉଦେଶ୍ୟ ଜାଣିବା ପରେ ବହୁତ ରାଗିଯାଏ.. ଆଶୁ ପୂଜାକୁ ଧମକ ଦେବା ସହ ବାହାଘର ହବନି ବୋଲି କହେ କିନ୍ତୁ ପୂଜା ପାଖରେ ଥିବା ପ୍ରମାଣ ଦେଖି ସେ ଚୁପ୍ ହେଇାଯାଏ.. ଏ ବାହାଘରକୁ ଅଟକେଇବା ପାଇଁ ଏବେ କି ପ୍ଲାନ୍ କରିବ ଜ୍ୟୋତିକା.. ?