Jhia Amara Nua Bohu
22 Views
Dec 31 1969
00:22:20
5

ଶିଭ୍, ଆଶୁ କୁ ଡାନ୍ସ ବାର ରେ ଦେଖେ। ଆଶୁ, ଅକ୍ଷୟ କୁ ମଲ୍ଲିକା ସହାୟତା ରେ ଡାନ୍ସ ବାର କୁ ଡକାଏ ଓ ତାକୁ ଏକ ରୁମ କୁ ନେଇ, ମଦ ପିଆଇ ବେହୋସ କରିଦିଏ।ପୂଜା କୁ ଏକା ହଭେଲୀ ରେ ଛାଡି ଅର୍ଚ୍ଚନା, ଅକ୍ଷୟ କୁ ବିବାହ କରି ଚାଲିଯିବା ପାଇଁ ମନାକରେ, ହେଲେ ଏ ବାହାଘର ଲୋପା ର ସ୍ବପ୍ନ କହି ପୂଜା, ଅର୍ଚ୍ଚନା କୁ ବୁଝେଇ ଦିଏ।
Share