ରାଜ ରାଜେନ୍ଦ୍ର ଡର ରେ ଭିକି ଲୋପା କୁ ଆଟାକ୍ କରିବା ବିଷୟରେ ମୁହଁ ଖୋଲେନାହିଁ। ନୂଆ ହଭେଲୀ କୁ ଶାନ୍ତି ପୂଜା ସହ ପ୍ରବେଶ କରିବା କଥା ରାଜ ରାଜେନ୍ଦ୍ର ପରିବାର ଆଗରେ କହେ।