ରାଜ ରାଜେନ୍ଦ୍ର ଓ ପରିବାର ଉପସ୍ଥିତିରେ ଜୋତିକା, ପୂଜା ଓ ଶିଭ୍ କୁ ବନ୍ଦାପନା କରି ହନିମୁନ ପାଇଁ ବିଦାୟ ଦିଅନ୍ତି। ଏ ସବୁ ଦେଖି ଆଶୁ ରାଗିଯାଏ, ଜୋତିକା ଏ ହନିମୁନ କୁ ବରବାଦ କରିବା ପାଇଁ ପ୍ଲାନ କରିଥିବା ଆଶୁ କୁ ବୁଝାଏ । ଏସବୁ କୁ ବିରାଜ ଶୁଣି ନିଏ, ହେଲେ ଜୋତିକା ବାହାନା କରି ତାକୁ ଭୁଲେଇ ଦିଏ।