Jhia Amara Nua Bohu
26 Views
Dec 31 1969
00:22:24
5

ଜ୍ୟୋତିକା ସୁଦର୍ଶନ ସହ ଗୁଣ୍ଡା ମାନଙ୍କୁ ରାଜ୍ ରାଜେନ୍ଦ୍ର କବଳରୁ ମୁକୁଳାଉଥିବା ବେଳେ ରାଜ୍ ରାଜେନ୍ଦ୍ର ଓ ପୂଜା ଆସି ପହଂଚନ୍ତି.. ପରିବାର ସାମ୍ନାରେ ଜ୍ୟୋତିକାକୁ ରାଜ୍ ରାଜେନ୍ଦ୍ର ମାରିବାକୁ ଚେଷ୍ଟା କରେ ହେଲେ ପୂଜା ଅଟକାଏ.. ଏବଂ ଏହା ନିଦରେ ଚାଲିବା ରୋଗ ପାଇଁ ହେଇଥିବା କହେ.. ରାଜ୍ ରାଜେନ୍ଦ୍ର ପୂଜାକଥାକୁ ମାନିନିଏ ହେଲେ କ’ଣ ଜ୍ୟୋତିକାର ଏ ଷଡଯନ୍ତ୍ର ପୁରା ପରିବାର ଠାରୁ ଲୁଚି ରହିପାରିବ.. ?
Share