Jhia Amara Nua Bohu
26 Views
Dec 31 1969
00:22:45
5

ଶିଭ୍, ରାଜ ରାଜେନ୍ଦ୍ର ନାଁ ନେଇ ସତର୍କ ବାଣୀ ଦେବା ହେତୁ, ବିରାଜ ଓ ଉମା ଅନୁକୂଳ ଭାର ନେଇ ପୂଜା ସହ ନଯିବା ପାଇଁ ବାହାନା କରନ୍ତି। ପୂଜା, ଅର୍ଚ୍ଚନା ର ଭାର ନେଇ ବାହାରି ବା ବେଳେ ଶିଭ୍ ତାକୁ ଅସୁବିଧା ରେ ପକାଏ ,ହେଲେ ଶେଷରେ ପୂଜା, ଶନି ସହ ଯାଏ।
Share