Jhia Amara Nua Bohu
229 Views
Dec 31 1969
00:22:08
5
5
ପୂଜା ଶିବ୍ ର ରାଗକୁ ଶାନ୍ତ କରିବା ପାଇଁ ଏବଂ ତାକୁ ମନେଇବା ପାଇଁ ବର୍ଷାରେ ଭିଜି ନିଜକୁ ଶାସ୍ତି ଦିଏ.. କିନ୍ତୁ ଶିବ୍ ତା ଜିଦ୍ ରେ ରହେ.. ସେ ପୂଜା ସହ କଥା ହୁଏନି.. ହେଲେ ପୂଜା ବି ପ୍ରତିଜ୍ଞା କରେ ସେ ଯେମିତି ହେଲେ ଶିବ୍ କୁ ମନେଇବ.. ସେପଟେ ଲୋପା ଆଶୁର କଥା ମାନି ଅର୍ଚ୍ଚନାକୁ ଭୁଲ ବୁଝେ.. ଲୋପାର ଏ ଭୁଲ ଧାରଣା ଏବେ କି ଝଡ ଆଣିବ ବଳିଆରସିଂ ପରିବାରରେ ?
Share