ସହ ରାଜ ରାଜେନ୍ଦ୍ର, ଜୋତିକା ଓ ଅନ୍ୟ ମାନେ ହୋଲି ଖେଳ ରେ ମଜିଥାନ୍ତି।ଶିଭ୍ କୁ ଚ୍ୟାଲେନ୍ଜ କରି ପୂଜା ଭାଙ୍ଗ ପିଇଦିଏ। ପୂଜା କୁ ଖୁସି ଦେଖି ଆଶୁ ସହିପାରୁନଥାଏ। ଆଶୁ, ଶିଭ୍ ଓ ପୂଜା ମଝିରେ ଆଶେ ଓ ରଙ୍ଗ କୁଣ୍ଡ ରେ ପଡିଯାଏ।