ଶିଭ୍ ର ଗାଡି ଆକ୍ସିଡେଣ୍ଟ କଥା ଶୁଣି ରାଜ ରାଜେନ୍ଦ୍ର ମହାଗୁରୁ ଙ୍କ ପାଖରେ ବିଚଳିତ ହେଉଥିବା ବେଳେ ପୂଜା ସହ ଶିଭ୍ ମନ୍ଦିର କୁ ପ୍ରବେଶ କରେ। ପୂଜା, ରାଜ ରାଜେନ୍ଦ୍ର ସହ ବଚ୍ଚସା ହେଉଥିବା ବେଳେ ଲୋପା ଆସେ ଓ ପୂଜା କୁ ତାଗିତ୍ କରି ତା ପାଇଁ ରାଜ ରାଜେନ୍ଦ୍ର କୁ କ୍ଷମା ମାଗେ। ଲୋପା ପୂଜା ଓ ଅର୍ଚ୍ଚନା କୁ ଚିହ୍ନି ପାରେନି।ଲୋପା ର ଏମିତି ବ୍ୟବହାର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୁଅନ୍ତି।