Jhia Amara Nua Bohu
24 Views
Dec 31 1969
00:21:59
5

ଶିଭ୍ ଓ ପୂଜା ର ହନିମୁନ ଦାୟୀତ୍ବ ରାଜ ରାଜେନ୍ଦ୍ର ଜୋତିକା କୁ ଦିଏ। ପୂଜା କୁ ନୁହେଁ ଖାଲି ତାର ଶରୀର ପ୍ରତି ଶିଭ୍ ର ଆକଷର୍ଣ ଅଛି ବୋଲି ପୂଜା, ଶିଭ୍ କୁ ଆକ୍ଷେପ କରେ ଓ ଶିଭ୍ ବିରକ୍ତି ହେବା ସହ ତାର ମୁକାବିଲା କରେ। ଆଶୁ ମନସ୍ଥିତି ଦେଖି ଜୋତିକା ତାକୁ ହାର ନମାନି ମଜଭୁତ ହେବାକୁ ବୁଝାଏ।
Share