Jhia Amara Nua Bohu
21 Views
Dec 31 1969
00:22:16
5

ଆଦିବାସୀ ମାନେ ଶିଭ୍ ଓ ପୂଜା କୁ ନେଇ ମହାଶିବରାତ୍ରୀ ଉପଲକ୍ଷେ ତାଙ୍କର ବିବାହ କରାଇ ଦିଅନ୍ତି। ଆଶୁ ଏସବୁ ଦେଖି ରାଗିଯାଏ। ଶିଭ୍ ଓ ପୂଜା ର ଆସିବା ବିଳମ୍ବ ଓ ମହାଶିବରାତ୍ରୀ ପୂଜା ପାଇଁ ଶୁଭ ମୁହୂର୍ତ୍ତ ଗଡିଯାଉଥିବାରୁ, ମହାଗୁରୁ ଙ୍କ ନିର୍ଦ୍ଦେଶ ରେ ରାଜ ରାଜେନ୍ଦ୍ର ପୂଜା ଆରମ୍ଭ କରେ।
Share