ଜ୍ୟୋତିକା ସମସ୍ତଙ୍କୁ କହେ ସେ ପୂଜା ପାଇଁ ସାଦ ଉତ୍ସବର ଆୟୋଜନ କରିଛି.. ଆଉ ମହାଗୁରୁ ମଧ୍ୟ ଆସି ପୂଜାର ହାତ ଦେଖି କହିବେ ପୂଜା ଓ ତା ସନ୍ତାନ କେମିତି ଅଛନ୍ତି.. ଏ ସବୁ ଶୁଣି ପୂଜା, ଶିବ୍ ଓ ଅର୍ଚ୍ଚନା ବହୁତ ଡରିଯାନ୍ତି.. ହେଲେ ମହାଗୁରୁ ସମସ୍ତଙ୍କ ଆଗରେ ଜଣାନ୍ତି ପୂଜା ଓ ତା ସନ୍ତାନ ସୁରକ୍ଷୀତ ଅଛନ୍ତି.. ଯାହା ଶୁଣି ଜ୍ୟୋତିକା, ପୂଜା ଆଶ୍ଚର୍ଯ୍ୟ ହୁଅନ୍ତି..