Jhia Amara Nua Bohu
72 Views
Dec 31 1969
00:21:43
5

ବିଜୟ ଦ୍ୱାରା ପ୍ରରିତ ଗୁଣ୍ଡା ସୁବର୍ଣ୍ଣା ର ଘର ଉଜାଡିବା ଖବର ଶୁଣି ପୂଜା,ତାସହ ଯେକୌଣସି ପରିସ୍ଥିତିରେ ଅଛି କହି ଧର୍ଯ୍ୟ ରଖିବାକୁ କୁହେ। ଉମା କୁ ବିରାଜ ର ସ୍ତ୍ରୀ ଭାବରେ ସହ୍ୟ କରି ନପାରି ଲୋପା ରାଗିଯାଏ। ପୂଜା ରାସ୍ତା ରେ ଯାଉଥିବା ବେଳେ ଅକ୍ଷୟ ସାଙ୍ଗରେ ଅର୍ଚ୍ଚନା କୁ ମାର୍କେଟ ରେ ଦେଖି ଖୁସି ଅନୁଭବ କରେ।
Share