Jhia Amara Nua Bohu
40 Views
Dec 31 1969
00:22:36
5

ମହାରାଣୀ ମହଲକୁ ଆସିବା ସହିତ ଜ୍ୟୋତିକାକୁ ଧମକ ଦିଏ, ଜ୍ୟୋତିକା ମହାରାଣୀ କୁ ଦେଖି ଡରିଯାଏ.. ନିଜ ପ୍ରତି ହେଇଥିବା ଅନ୍ୟାୟ କଥା ଭାବି ପୁଜା ଶିବ୍ ଉପରେ ରାଗୁଥାଏ କିନ୍ତୁ ପରିବାର ର ସମସ୍ତଙ୍କୁ ପ୍ରଥମ ଥର ଏତେ ଖୁସି ରେ ଦେଖି ପୁଜା ନିଜ ସନ୍ତାନ ର ଭବିଷ୍ୟତ ବିଷୟରେ ଭାବେ ଏବଂ ନିଜ ମନକୁ ବୁଝାଇ ଦିଏ..ସେପଟେ ଜ୍ୟୋତିକା ଆଶୁ କୁ ଶିବ୍ ସହିତ ମିଶିବାକୁ ଶିଖାଏ ଏବଂ ସେ ଆଶୁକୁ ମହଲର ନୂଆବୋହୁ ହବାର ସ୍ୱପ୍ନ ଦେଖାଏ.. କ’ଣ ଜ୍ୟୋତିକାର ଏ ସ୍ୱପ୍ନ ସତ ହେଇପାରିବ.. ?
Share