ଶାନ୍ତି ପୂଜାକୁ ଅକ୍ଷୟ ଠାରୁ ଦୂରେଇ ରହିବାକୁ କହେ.. ପୂଜା ଓ ଶିବ୍ ଭିତରେ ଏ କଥାକୁ ନେଇ ଯୁକ୍ତି ହୁଏ.. ପୂଜା ସ୍ଥିର କରେ ସେ ଯେମିତି ବି ହଉ ଅର୍ଚ୍ଚନାକୁ ଖୋଜି ବାହାର କରିବ ଏବଂ ତାକୁ ନିର୍ଦ୍ଦୋଷ ବୋଲି ପ୍ରମାଣିତ କରିବ..