ହଭେଲୀ ରେ ସମସ୍ତେ ଶିଭ୍ ର ଆସିବା କୁ ଅପେକ୍ଷା କରିଥିବା ବେଳେ, ହସପିଟାଲ୍ ରୁ ରାଜ ରାଜେନ୍ଦ୍ର ଓ ବିରାଜ ସହ ଶିଭ୍ ଆସେ।ଶିଭ୍ ର ବିଶେଷ କିଛି କ୍ଷତି ନ ହେଇ ଥିବାର ଦେଖି ପୂଜା ଆସ୍ବସ୍ଥ ହୁଏ ଓ ଭଗବାନ ଙ୍କୁ ଧନ୍ୟବାଦ ଦିଏ। ଏକାକୀ ରୁମ୍ ରେ ଥିବା ବେଳେ ଶିଭ୍ ର ଦେହ ଠିକ୍ ଲାଗୁନଥିବା ଦେଖି,ପୂଜା ତାର ଦେଖାରଖା କରେ,ହେଲେ ପରସ୍ପର ପ୍ରତି ଭଲପାଇବା ଜଣାପଡେ ନାହିଁ।