ରୁଦ୍ର ଦେଇଥିବା ଗିଫ୍ଟକୁ ଅର୍ଚ୍ଚନା ଭୁଲରେ ଭାବିନିଏ ଅକ୍ଷୟ ଦେଇଛି ଆଉ ସେଥିପାଇଁ ସେ ଲେହେଙ୍ଗା ପିନ୍ଧିକି ଆସେ.. ଅର୍ଚ୍ଚନାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଥିବା ବେଳେ ରୁଦ୍ର କହେ ସେ ଅର୍ଚ୍ଚନା ପାଇଁ ଏ ଗିଫ୍ଟ ଆଣିଥିଲା.. ଯାହା ଶୁଣି ଅକ୍ଷୟ ରାଗିଯାଏ କିନ୍ତୁ କିଛି କହିପାରେନି.. ସେପଟେ ପୂଜା ବି ରୁଦ୍ରର ହାବଭାବ ଦେଖି ସନ୍ଦେହ କରେ.. କ’ଣ ପୂଜା ଜାଣିପାରିବ ରୁଦ୍ରର ଉଦେଶ୍ୟ.. ?