Jhia Amara Nua Bohu
23 Views
Dec 31 1969
00:21:38
5

ହଭେଲୀ ର ନୂଆବୋହୂ ସଜାଇବା ପାଇଁ ଜୋତିକା, ଆଶୁ କୁ ପ୍ରତିଶ୍ରୁତି ଦିଏ। ପୂଜା ର ଖୁସି ଓ ଆଶୁ ର ହାର କୁ ଆଶୁ ସହ୍ୟ କରିପାରେନି। ମଉକା ଦେଖି ଆଶୁ, ଉମା ଓ ବୈଶାଳି କୁ ଦୂର କୁ ପଠାଇ ଦିଏ ଓ ଏକାକୀ ପାଇ ରାଗ ଶୁଝାଇବା ଲକ୍ଷରେ ପୂଜା ଅଜାଣତ ରେ ତା ଶାଢ଼ୀ କନିରେ ନିଆଁ ଲଗାଇ ଦିଏ।
Share