Jhia Amara Nua Bohu
55 Views
Dec 31 1969
00:21:36
5

ବୈଶାଳୀ ଓ ରାଜ୍ ରାଜେନ୍ଦ୍ର ଏକାଠି ରହିବାକୁ ନେଇ ଜ୍ୟୋତିକା ମନେ ମନେ ବହୁତ ରାଗୁଥାଏ.. ଏବଂ ସେମାନଙ୍କୁ ଏକାଠି ରହିବାକୁ ନ ଦେବା ପାଇଁ ସେ ବେହୋସ୍ ହେବାର ନାଟକ କରେ.. ହେଲେ ରାଜ୍ ରାଜେନ୍ଦ୍ର ଜାଣିପାରେ.. ଏବଂ ତାକୁ ଦଣ୍ଡ ଦେବାକୁ ସ୍ଥିର କରେ.. ଯାହା ପାଇଁ ପୂଜା ଓ ରାଜ୍ ରାଜେନ୍ଦ୍ର ଭିତରେ କଥା କଟ୍ଟା କଟି ହୁଏ.. କ’ଣ ପୂଜା ରାଜ୍ ରାଜେନ୍ଦ୍ର ର ରାଗକୁ ସାମ୍ନା କରିପାରିବ.. ?
Share