ନୂଆବୋହୂ ଓ ଶିଭ କୁ ନେଇ ରାଜ ରାଜେନ୍ଦ୍ର ହଭେଲୀ କୁ ପ୍ରବେଶ କରେ। ପୂଜା କୁ ଦେଖି ଅର୍ଚ୍ଚିନା ଭାବ ବିହ୍ଵଳ ହେଇଯାଏ ଓ ଦୁହିଁଙ୍କ ଭିତରେ ଥିବା ମନୋମାଳିନ୍ୟ ଦୂର ହୁଏ। ରାଜ ରାଜେନ୍ଦ୍ର କବ୍ଜା ରେ ବିଜୟ ଜୀବିତ ଥିବା ଶୁଣି ଜୋତିକା ଓ ଆଶୁ ଭୟଭୀତ ହେଇଯାଆନ୍ତି।