Jhia Amara Nua Bohu
26 Views
Dec 31 1969
00:22:01
5

ଶିଭ୍ ଓ ପୂଜା ର ଆକ୍ସିଡେଣ୍ଟ କାରଣ ସଜାଇ,ରାଜ ରାଜେନ୍ଦ୍ର ଦ୍ୱାରା ପଟ୍ଟନାୟକ ର ମୃତ୍ୟୁ ଦେଖି ଜୋତିକା ଆସ୍ବସ୍ଥ ହୁଏ। ଆଖି ସମ୍ନା ରେ ପଟ୍ଟନାୟକ ର ମୃତ୍ୟୁ ଦେଖି ପୂଜା ଡରିଯାଏ। ଶିଭ୍ ତାକୁ ଧର୍ଯ୍ୟ ଦେଉଥିବା ଦେଖି ଆଶୁ ରାଗିଯାଏ ଓ ପୂଜା କୁ ନିଜ ରାସ୍ତା ରୁ ହଟେଇବା ପାଇଁ ନିଜକୁ ପ୍ରସ୍ତୁତ କରେ।
Share